ଗଞ୍ଜାମ ଖଲ୍ଲିକୋଟ ବ୍ଳକର ଅଧ୍ୟକ୍ଷ ପଦବୀର ନିର୍ଣ୍ଣାୟକ ଭୂମିକା ନେଇ ପାରେ ଦାନପୁର ପଞ୍ଚାୟତ। ବିଧାୟିକାଙ୍କ ସ୍ବାମୀ ସମିତି ସଭ୍ୟ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ବିଧାୟିକା ବିରୋଧୀ ଗୋଷ୍ଠୀର ଅଧ୍ୟକ୍ଷ ଆଶାୟୀ ପ୍ରାର୍ଥୀ ସେହି ପଞ୍ଚାୟତରେ ତାଙ୍କ ବିପକ୍ଷରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।
#Ganjam #Khallikote #PanchayatElections #campaigning #Controversy #ArgusNews